ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ; ବାଲେଶ୍ବରରେ ପେଟ୍ରୋଲ ଅଭାବ

ବାଲେଶ୍ବର ସହରର ଅନେକ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ନାହିଁ।

ଡ୍ରାଇଭରଙ୍କ ଅସହଯୋଗ ଯୋଗୁଁ ତେଲ ଟ୍ୟାଙ୍କର ଆସି ପାରୁ ନାହିଁ।ପେଟ୍ରୋଲ ଟାଙ୍କିକୁ ଯାଇ ନିରାଶରେ ଫେରୁଛନ୍ତି ସାଧାରଣ ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes