ଆମ୍ବୁଲାନ୍ସ ସେବା ଉଦଘାଟନ କଲେ ବିଧାୟକ

ଅନୁଗୁଳ ଜିଲ୍ଲା ତାଳଚେର ପୈାରାଞ୍ଚଳ ଅନ୍ତର୍ଗତ ମଣ୍ଡାପାଳ ସ୍ଥିତ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ କଲ୍ୟାଣ ପାଇଁ ଆଜି ଏକ ଆମ୍ବୁଲାନ୍ସ ସେବା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଉଦଘାଟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ନଗର ପାଳ ପବିତ୍ର ଭୂତିଆ ,ଦିପିକା ବେହେରା, ଜଗନ୍ନାଥ ଗଡ଼ନାୟକ,ବରିଷ୍ଠ ବିଜେଡି ନେତା ବାନାମ୍ବର ଭୂତିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes