୭୩ ତମ ବନମହୋତ୍ସବ ଉପଲକ୍ଷେ ଚାରା ବିତରଣ କେନ୍ଦ୍ର ଶୁଭାରମ୍ଭ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରର ଗାନ୍ଧୀ ଛକ ଠାରେ ଆଜି ୭୩ ତମ ବନମହୋତ୍ସବ ଉପଲକ୍ଷେ ଏକ ଚାରା ବିତରଣ କେନ୍ଦ୍ରର ଶୁଭାରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ଡିଏଫଓ ଏସ ଆନନ୍ଦ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes