ବାପା -ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ଗ୍ରାମରେ ବାପା -ପୁଅଙ୍କ ମୃତଦେହ ଘର ଠାରୁ କିଛି ଦୂରରେ ଭିନ୍ନ ଭିନ୍ନ ଗଛରେ ଝୁଲୁଥିବା ଆଜି ସକାଳେ ଦେଖିବାକୁ ମିଳିବା ପରେ ପୁଲିସକୁ ଲୋକେ ଖବର ଦେଇଥିଲେ l
ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes