ଆନ୍ତର୍ଜାତିକ ଦକ୍ଷତା କେନ୍ଦ୍ର ପାଇଁ ରାଜ୍ୟ ସହ ଏନଏସଡିସିର ଏମଓୟୁ

ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତରବୋଇସ୍ଥିତ ଦକ୍ଷତା ବିକାଶ ସଂସ୍ଥାନ ପରିସରରେ ଦେଶର ପ୍ରଥମ ଆନ୍ତର୍ଜାତିକ ଦକ୍ଷତା କେନ୍ଦ୍ରକୁ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିବା ବେଳେ ୱାର୍ଲଡ ସ୍କିଲସ ଏକାଡେମୀ ଓ ନ୍ୟାସନାଲ ଏକାଡେମୀ ଫର ସ୍କିଲ ଟିଚର୍ସ ଆଣ୍ଡ ଆସେସର୍ସର ମଧ୍ୟ ଶୁଭାରମ୍ଭ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes