ଭୁବନେଶ୍ୱରରେ ଏବେ ଅଛନ୍ତି ୧୨୩ କରୋନା ଆକ୍ରାନ୍ତ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 6 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ ଅଛନ୍ତି 123 ଜଣ ସକ୍ରିୟ କରୋନା ଆକ୍ରାନ୍ତ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes