ଭୁବନେଶ୍ବର ବିନ୍ଦୁ ସାଗରରେ ଆଳତି

ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଶାନ୍ତି କମିଟି ସଭାପତି ମଧୁମାଧବ ଜେନାଙ୍କ ଆବାହକତ୍ୱରେ ୧୧ତମ ବାର୍ଷିକ ବିନ୍ଦୁସାଗର ଆଳତି ଶ୍ରୀରାମନାରାୟଣଜୀ ମହାରାଜଙ୍କ ନେତୃତ୍ଵରେ ପୁରୁଣା ଭୁବନେଶ୍ବରର ବିନ୍ଦୁସାଗର କୂଳରେ ଅନୁଷ୍ଠିତ ହୋଇଛି।

ପ୍ରଥମେ ଅଗ୍ର ଦେବତା ଶ୍ରୀଗଣେଶଙ୍କ ପୂଜା କରାଯାଇ, ହନୁମାନ ଚାଳିଶା ରେ ହୁଳହୁଳି, ହରିବୋଲ, ଘଣ୍ଟ, ଓ ନାମ ସଙ୍କୀର୍ତ୍ତନରେ ବିନ୍ଦୁସାଗର କୂଳରେ ଏହି ମହାଆଳତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes