ଓୟୁଟିଆରରେ ବିନିଯୋଗ ହେବ ୩ ଶହ କୋଟି

ଓଡିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାକୁ 300 କୋଟି ଟଙ୍କା ବିନିଯୋଗ ହେବ ବୋଲି ଆଜି 5-ଟି ସଚିବ ଭି କେ ପାଣ୍ଡିଆନ ସଂସ୍ଥାନକୁ ଗସ୍ତ ଅବସରରେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes