ଆଜି ରଥଯାତ୍ରା ଦ୍ଵିତୀୟ ସମନ୍ୱୟ ବୈଠକ

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ ବୈଠକ ଆଜି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲ ଥରେ ଅନୁଷ୍ଠିତ ହେବ ।

ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେବେ ଏବଂ ଆଇନଶୃଙ୍ଖଳା,ପାନୀୟ ଜଳ , ରାସ୍ତାଘାଟ ,ସ୍ୱାସ୍ଥ୍ୟ ସେବା ,ପରିମଳ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes