୪ ତାରିଖ ବନ୍ଦ ରହିବ ଯୁକ୍ତଦୁଇ ମୂଲ୍ୟାୟନ

ରାଜ୍ୟରେ ଜୁନ ୨ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତଦୁଇ ମୂଲ୍ୟାୟନ ୪ତାରିଖରେ ଅଫଲାଇନ ଓ ଅନଲାଇନ ମୂଲ୍ୟାୟନ ବନ୍ଦ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜୁନ ୪ରେ ଗଣିତ, ଗୃହ ବିଜ୍ଞାନ ଆଦି ବିଷୟର ପରୀକ୍ଷା ରହିଥିବାରୁ ପରୀକ୍ଷା ପରିଚାଳନାରେ ପରୀକ୍ଷା ସୁପରିନଟେଣ୍ଡେଣ୍ଟ, ଇନଭିଜିଲେଟର,ହବ ଅଫିସିଆଲ,ସ୍କ୍ୱାଡ଼ ସଦସ୍ୟ ପ୍ରମୁଖ ନିୟୋଜିତ ହେବେ ତେଣୁ ଏହା ବନ୍ଦ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes