ଦୁଇ ଓଡ଼ିଆ ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର

ଓଡ଼ିଶାର ଦୁଇ ଏସଓଜି କମାଣ୍ଡୋଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆ ବୀର ମାଓ ବିରୋଧୀ ଲଢେଇରେ ନିଜର ଅସୀମ ସାହସ ,ପରାକାଷ୍ଠା ଓ ବୀରତ୍ୱ ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ଵିତୀୟ ପର୍ଯ୍ୟାୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି।

ସହିଦ ଏସଓଜି କମାଣ୍ଡୋ ସୁଧୀର ଟୁଡୁଙ୍କ ମା ପୁରସ୍କାର ଗ୍ରହଣ କରିଥିବା ବେଳେ ସହିଦ ଏସଓଜି କମାଣ୍ଡୋ ଦେବାଶିଷ ସେଠୀଙ୍କ ମାତା ଓ ପିତା ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes