ଆକଳନ ପତ୍ରିକା ପକ୍ଷରୁ ଦୁଇ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ

ଆକଳନ ପତ୍ରିକାର ସ୍ରଷ୍ଟାପୂଜନ କାର୍ଯ୍ୟକ୍ରମରେ ଭଦ୍ରକର ଦୁଇ ସାହିତ୍ୟିକ ଓ ଏକନିଷ୍ଟ ସାରସ୍ୱତ ସାଧକ ଡାକ୍ତର ଦୁର୍ଯ୍ୟୋଧନ ଦାସ ଓ କବି ଅଶୋକ କୁମାର ମହାନ୍ତିଙ୍କୁ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଉଭୟ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରି ଆକଳନ ପତ୍ରିକା ପରିବାର ଧନ୍ୟ ହୋଇଛି ବୋଲି ପତ୍ରିକାର ସଂପାଦକ ପ୍ରଫେସର ଡ. ଶଶଧର ଦାସ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes