ପ୍ରଫେସର ଅମରେଶ୍ୱର ମିଶ୍ରଙ୍କ ପରଲୋକ

ଉତ୍କଳ ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ଅମରେଶ୍ଵର ମିଶ୍ରଙ୍କର ସୋମବାର ରାତିରେ ୭୪ ବର୍ଷ ବୟସରେ ହୃଦଘାତରେ ଭୁବନେଶ୍ୱରରେ ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି l

ସେ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖିବା ସହ ଟିଭି ବିତର୍କରେ ନିୟମିତ ଅଂଶ ଗ୍ରହଣ କରୁଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes