ଅମୃତ ମହୋତ୍ସବ ଉପଲକ୍ଷେ ସାଇକେଲ ସଚେତନତା କାର୍ଯ୍ୟକ୍ରମ

ଅମୃତ ମହୋତ୍ସବ ଉପଲକ୍ଷେ ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା ଷ୍ଟାଡିୟମରୁ ଏକ ସାଇକେଲ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ତାଳଚେର ଯୁବ ବିଜେପି ନେତା ମନୋଜ କୁମାର ପ୍ରଧାନ ସାଇକେଲ ଶୋଭାଯାତ୍ରାରେ ଯୋଗଦେଇ ସବୁଜ ଏବଂ ସ୍ୱଚ୍ଛ ଇନ୍ଧନ ପାଇଁ ସାଇକେଲ ଚଳାଇବାର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes