ଲସି ଦୋକାନରେ ଗ୍ରାହାକଙ୍କ ଭିଡ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଂଚଳରେ ଲଗାତାର ତାପମାତ୍ରା ପ୍ରାୟ ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଲୋକେ ତୃଷା ମେଂଟେଇବା ପାଇଁ ଲସି ଦୋକାନରେ ଭିଡ ଜମାଉ ଥିବା ଦେଖିବାକୁ ମିଳିଛି ସୁବଳୟା ବସଷ୍ଟାଣ୍ଡରେl

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes