ଏନଏସିର ସମସ୍ୟା ନେଇ ଦାବି ଉପସ୍ଥାପନ କଲେ ଅଧ୍ୟକ୍ଷା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସିରେ ନବ ନିର୍ବାଚିତ ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଆଜି ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଉଦଳା ଏନଏସିର ବିଭିନ୍ନ ସମସ୍ୟା ନେଇ ଏକ ଦାବି ପତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଛନ୍ତି ।

ଏଥିରେ ଉଦଳା ଏନଏସିର ପ୍ରମିଳା ପଣ୍ଡା, ୱାର୍ଡ କାଉନସିଲର ଧୀରେନ୍ଦ୍ର ଖେଣ୍ଡଲୱାଲ, ନିହାର ମୋଦି ପ୍ରମୁଖ ଦାବି ଉପସ୍ଥାପନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes