ଅଭିଯୋଗ ପରେ ପହଁଚିଲେ ନିର୍ବାହୀ କନିଷ୍ଠ ଯନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତର ବାଲିବୋ ମଙ୍ଗଳା ସାହିର କାଳୀମନ୍ଦିର ନିକଟରେ ଏକ ସୋଲାର ପାଣି ପମ୍ପଟି ପାଞ୍ଚ ମାସ ହେବ ଅଦରକାରୀ ଭାବେ ପଡି ରହିଥିଲା।

ଗାଁର ଯୁବଆଦର୍ଶ ରବିନ ଦାସଙ୍କ ବାରମ୍ବାର ଅଭିଯୋଗ ପରେ କେଶରପୁର ଠାରେ ଥିବା ପାଣି ପମ୍ପରୁ ପୁରୁଣା ମୋଟର ଆଣି ଲଗେଇ ଦେଇଥିଲେ। ଫଳରେ ଦିନେ ପାଣି ଆସିଲେ ଦଶ ଦିନ ଅଚଳ ରହୁଥିଲା। ଆଜି ବ୍ଲକ ନିର୍ବାହୀ କନିଷ୍ଠ ଯନ୍ତ୍ରୀ ପହଁଚି ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes