ବତୀ ଖୁଣ୍ଟରେ ପିତା କାଟି ଆରମ୍ଭ ହେଲା ବିଦ୍ୟୁତ ସଂଯୋଗ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସିରେ ଉଦଳା ବିଦ୍ୟୁତ ବିଭାଗର ତରଫରୁ ରାସ୍ତା କଡ଼, ଗହଳି ପୂର୍ଣ୍ଣ ଜାଗ ବିଦ୍ୟୁତ ଖୁଣ୍ଟ ନୂଆ ଲାଗିଛି ।

ଆଜି ଉଦଳା ଏନଏସିର ଚେୟାରମ୍ୟାନ ପ୍ରମିଳା ପଣ୍ଡା ଉପାଧ୍ୟକ୍ଷା ଲିଲି ଭୋଳ ଓ କାଉନସିଲର ଲାଲ ଫିତା କାଟି ଏହାକୁ ଶୁଭାରମ୍ଭ କରିଛନ୍ତି । ପରେ ବିଦ୍ୟୁତ ସଂଯୋଗ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes