ଚିଲିକା ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ବ୍ୟବସାୟୀ ରାଜକିଶୋର ଖୁଣ୍ଟିଆଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି।
ଉଲ୍ଲେଖଯୋଗ୍ୟ, ଗତକାଲି ୧୨ ଜଣକୁ ନେଇ କାଳିଜାଇରୁ ଡଙ୍ଗା ଫେରିବା ବେଳେ ବୁଡ଼ିଯାଇଥିଲା। ହେଲେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା।
Credible Local News of Odisha