ଅବକାରୀ କନଷ୍ଟେବଳଙ୍କ ଘରୁ ଗଞ୍ଜେଇ ଜବତ

ରାୟଗଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ଦୀପକ ପାଣିଗ୍ରାହୀ ନିଜ ଘରେ ଗଞ୍ଜେଇ ରଖିଥିବା ନେଇ ଏସଟିଏଫ୍ ଖବର ପାଇ ଚଢାଉ କରିଥିଲା ।

ଦୀପକଙ୍କ ଘରୁ ୪୨କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes