ଟାଙ୍ଗୀ ବ୍ଳକ ଡ୍ରାଇଭର ମହାସଂଘ ପକ୍ଷରୁ ୧୬ ନଂ ଜାତୀୟ ରାଜପଥରେ ଧାରଣା

ଅଲ ଓଡିଶା ପରିବହନ ଚାଳକ ସଂଘ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥ ସୁନେଇରୂପେଇ ଛକ ନିକଟରେ ଚକାଜାମ ଆନ୍ଦୋଳନ ହୋଇଛି।

ସକାଳ ୬ଟାରୁ ଶତାଧିକ ଡ୍ରାଇଭରମାନେ ଆନ୍ଦୋଳରେ ସାମିଲ ହୋଇଛନ୍ତି। ଡ୍ରାଇଭରମାନଙ୍କ ସୁରକ୍ଷା, ସମ୍ମାନ, ଓ ଅଧିକାର ସମେତ ୧୦ଦଫା ପାଇଁ ଦାବି କରି ଆନ୍ଦୋଳନ ଡାକରା ଦେଇଛି ପରିବହନ ଚାଳକ ସଂଘ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes