ଅନନ୍ତ ଶ୍ରୀକ୍ଷେତ୍ର ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସ୍ଥିତ ଘୋଡ଼ାଡ଼ିଆଁ ଗ୍ରାମରେ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ତ ଶ୍ରୀକ୍ଷେତ୍ର ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି ।

ଆଜି ଠାରୁ ପାଞ୍ଚ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଲାଗି ରହିବ। ଆଜି ପ୍ରଥମ ଦିନରେ ନିକଟସ୍ଥ ସରପା ଜୋରରୁ କଳସ ଆଣି ମନ୍ଦିରରେ ସ୍ଥାପନା କରାଯାଇଛି ଓ ପରେ ପୁରହିତମାନଙ୍କ ଦ୍ୱାରା ମଣ୍ଡଳୀ କରଣ, ଅଧିବାସାଦୀ, ଓ ଅଗ୍ନି ସ୍ଥାପନ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes