ଓଡ଼ିଶାରେ ୬୦ ହଜାର କୋଟିର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍

ଆଗାମୀ ୧୦ ବର୍ଷରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ହେବ ବୋଲି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସିଇଓ କରନ ଆଦାନୀ ଘୋଷଣା କରିଛନ୍ତି।

୪ ମିଲିଅନ ଟନ୍ କ୍ଷମତାର ଆଲୁମିନା ରିଫାଇନାରୀ ସହ ୩୦ ମିଲିଅନ୍ ଟନର ଲୁହାପଥର ପ୍ରକଳ୍ପ l ସ୍ଥାପନ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes