ବୌଦ୍ଧ ସଦରସ୍ଥିତ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ସମସ୍ୟା ନେଇ ଗତ ତିନିଦିନ ଧରି ପୁଞ୍ଜିକରଣ ଶ୍ରମିକଙ୍କ ଅହୋରାତ୍ର ଗଣଧାରଣା ଦେଇଥିଲେ।
ଆଜି ଶ୍ରମ ଅଧିକାରୀ ପ୍ରିୟୁସ କୁମାର ବାଘ ଶ୍ରମିକମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ପ୍ରତ୍ୟାହୃତ କରିଥିଲେ।
Credible Local News of Odisha