ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ପାଳନ ପାଇଁ କଳାପଥର ଓ ବଗଛେରା ଗ୍ରାମରୁ ସଂଗ୍ରହ ହେଲା ମାଟି

ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ସ୍ଵାଧୀନତାର ଉଚ୍ଛ୍ଵାସ ପର୍ବ ପାଳନ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାର ସ୍ଵାଧୀନତା ସଂଗ୍ରାମ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ପାବନ ସ୍ଥଳି କଳାପଥର ଓ ବଗଛେରା ଗ୍ରାମରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପବିତ୍ର ମାଟି ସଂଗ୍ରହ ପୂର୍ବକ ରାଜଧାନୀ ଭୁବନେଶ୍ବରକୁ ପ୍ରେରଣ କରାଯାଇଛି ।

ଏହି ଅବସରରେ ସଭା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes