ନବରଙ୍ଗପୁର ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ଅଫିସ୍ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି ବିଜେପି କର୍ମୀ।
ପୌରାଧ୍ୟକ୍ଷଙ୍କୁ ଅସମ୍ମାନ ଅଭିଯୋଗରେ ଅଫିସ୍ର ଅନ୍ୟ କର୍ମଚାରୀଙ୍କୁ ବାହାରକୁ ଆଣି ତାଲା ମାରିଥିବା ସୂଚନା ମିଳିଛି।
Credible Local News of Odisha