ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ୩ ପୁଲିସ କର୍ମଚାରୀ ନିଲମ୍ବିତ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଏଏସ୍ଆଇ ମନୋଜ ମଲ୍ଲିକ, କନଷ୍ଟେବଲ ରଙ୍ଗାରାଓ ମାଣ୍ଡାଙ୍ଗି ଓ ଡମ୍ବୁରୁ ପିଡିଆକାଙ୍କୁ ନିଲମ୍ବନ କରିଛନ୍ତି ଏସ୍‌ପି।

କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes