ଆଜି ବରଗଡ ଜିଲ୍ଲା ଅତାବିରା ବ୍ଲକ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।
ଏହି ଶିବିରରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ବିଡିଓ ବିଶ୍ବନାଥ ସାହୁ, ତହସିଲଦାର ସୌଭାଗ୍ଯ ବେହେରା, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ କୂର୍ତୀବାସ ରାଉତ, ବ୍ଲକ ଚେୟାରମେନ ଗୀତାଜଂଳୀ ନାଏକ, ଉପଜିଲ୍ଲାପାଳ ସୁଭେନ୍ଦ୍ର କୁମାର ସାମଲ ପ୍ରମୁଖ ଯୋଗଦେଇଥିଲେ।