ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଏସପିର ଧାରଣା

ଆଜି ସମ୍ବଲପୁର ସହରର ଘୁନଘୁଟି ପଡା ଓ ଅନ୍ୟ ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଏସପି ତରଫରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇ ବିରୋଧ ପଦର୍ଶନ କରାଯାଇଛି ।

ଏଥିରେ ବସ୍ତି ବାସିନ୍ଦା ଓ ବିଏସପି ନେତା ଉପସ୍ଥିତ ରହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes