ଅଟୋ ଓଲଟି ୮ ଜଣ ମାଟ୍ରିକ ଛାତ୍ରୀ ଆହତ

କୋରାପୁଟ ଜିଲ୍ଲାର କୁନ୍ଦ୍ରା ଥାନା ଅନ୍ତର୍ଗତ କେରମେଟି ନିକଟରେ ଆଜି ସକାଳେ ଏକ ଅଟୋ ଓଲଟି ପଡିବାରୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଆଠ ଜଣ ଛାତ୍ରୀ ଆହତ ହୋଇଛନ୍ତି l

ଛାତ୍ରୀ ମାନେ କାଉଡିଆଗୁଡା ସ୍କୁଲକୁ ଯାଉଥିଲେ l ତେବେ ଜଣେ ଛାତ୍ରୀ ପରୀକ୍ଷାରୁ ବଂଚିତ ହୋଇଥିବା ବେଳେ ଅନ୍ୟମାନେ ପରୀକ୍ଷା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes