ବିନିକାର ୯କେନ୍ଦ୍ରରେ ମ୍ୟାଟ୍ରିକ ପରୀକ୍ଷା ଦେଲେ ୧୩୩୪ ଜଣ ଛାତ୍ରଛାତ୍ରୀ

ଆଜିଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବିନିକା ସହରର ୨ଗୋଟି ହାଇସ୍କୁଲ ସହ ବ୍ଳକ ଅଞ୍ଚଳର ୯ଟି କେନ୍ଦ୍ରରେ ୧୩୩୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି ।

ପରୀକ୍ଷା ଆସନ୍ତା ମେ ୧୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes