ଉପ ଡାକଘରୁ ଟଙ୍କା ଘୋଟାଲା ମାମଲାରେ ଜଣେ କର୍ମଚାରୀ ଗିରଫ

କୋରାପୁଟ ଜିଲ୍ଲା ନାରାୟଣପାଟଣା ଉପ ଡାକଘରୁ ଲକ୍ଷାଧିକ ଟଙ୍କାର ଘୋଟାଲା ମାମଲାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗିରଫ ହୋଇଛନ୍ତି।

୨ ମାସରୁ ଫେରାର କର୍ମଚାରୀ ବୃନ୍ଦାବନ ଦଳେଇଙ୍କୁ ରାୟଗଡ଼ାରୁ ଗିରଫ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes