ଅଟୋ ଓଲଟି ୨ ମୃତ, ୭ ଗୁରୁତର

ଗଜପତି ଜିଲ୍ଲା ସେରଙ୍ଗ ଥାନା କେର୍‌ଡାଙ୍ଗ ନିକଟରେ ୧୫ ଫୁଟ ତଳକୁ ଅଟୋ ଖସିପଡ଼ିଛି।

ଅଟୋଟି କେରଡାଙ୍ଗରୁ ନୂଆଗଡ଼ ଯାଉଥିବା ବେଳେ ଅଘଟଣ ଘଟିଛି। ୭ ଗୁରୁତରଙ୍କୁ ଖଜୁରୀପଦା ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes