କାଲିଠାରୁ ପ୍ରାୟ ୧୩ ଡିଗ୍ରୀ କମିଗଲା ଭୁବନେଶ୍ବର ତାପମାତ୍ରା

ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୨୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଗତକାଲି ଦିନ ସାଢ଼େ ୨ଟାରେ ଭୁବନେଶ୍ବର ତାପମାତ୍ରା ୪୨.୬ ଡିଗ୍ରୀ ଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes