ଅଗ୍ନିବିପନଙ୍କୁ ସହାୟତା ଯୋଗାଇଲା ହ୍ୟୁମାନ କେୟାର ଫାଉଣ୍ଡେସନ

ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନର କର୍ମକର୍ତ୍ତାମାନେ ଗତକାଲି ସଦାନନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଜଳି ଯାଇଥିବା ଜାଣିବାକୁ ପାଇଥିଲେ।

ଆଜି ଫାଉଣ୍ଡେସନ ପକ୍ଷରୁ ରାସନ ସାମଗ୍ରୀ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ସଭାପତି ମଣିଭଦ୍ର ସାହୁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes