“କେଶବକବି କୃଷ୍ଣପ୍ରସାଦ ସ୍ମୃତିପରିଷଦ”ର ବାର୍ଷିକ ଉତ୍ସବ ପାଳିତ

ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ରାଧାନାଥ ସ୍ମୃତି ମଣ୍ଡପ ପରିସରରେ ଆଜି ପୂର୍ବାହ୍ନରେ କେଶବକବି କୃଷ୍ଣପ୍ରସାଦ ସ୍ମୃତି ପରିଷଦ ସୋରର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ସୋର ବିଧାୟକ ପର୍ଶୁରାମ ଧଡା ଏହାକୁ ଉଦଘାଟନ କରିଥିଲା ବେଳେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes