ରେମତାରେ ଧାନ ବିକ୍ରି ପ୍ରକ୍ରିୟା ଆରମ୍ଭ

ଆଜିଠୁ ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତରେ ଧାନ ଫସଲ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି ।

ସରପଞ୍ଚ ବିନୟ ଗଡତିଆ ଓ ସମିତିସଭ୍ୟ ନଡ଼ିଆ ପିଟି ଶୁଭାରମ୍ଭ କରିଛନ୍ତି। ଏଥିରେ ପେକ୍ସ ସମ୍ପାଦକ ଗୋବର୍ଦ୍ଧନ ଭୋଇ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes