ଅଗଷ୍ଟ ୮ରେ ତାଳଚେର‐ବିମଳାଗଡ ରେଳପଥ ଶୁଣାଣି

ଅନୁଗୁଳ ଜିଲ୍ଲା ତାଳଚେର‐ବିମଳାଗଡ ରେଳପଥକୁ ଯଥା ଶୀଘ୍ର ପରିସମାପ୍ତି କରିବା ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାର ଶେଷ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୮ତାରିଖକୁ ଧାର୍ଯ୍ୟ କରାଯାଇଥିବା ରାଉରକେଲା ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି.ପି.ରାୟ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes