କେନ୍ଦୁଝର ସହରରେ ପାଇପ ଦ୍ଵାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଇ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟ ରେ ଦାବି ପତ୍ର ପ୍ରଦାନ କରାଯାଇଛି।
ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସମେତ ପୌରଧ୍ୟକ୍ଷା ନିକୁ ସାହୁ, ଶିବ କୁମାର ରାଠୋର, ମମିତା ନାୟକ, ପ୍ରକାଶ ସୂତ୍ରଧର, ସତ୍ୟବ୍ରତ ନାୟକ, ସବିର ଦାସ ସମେତ ଭିଜିଲାନ୍ସ ଡିଏସପି ଙ୍କୁ ଦାବି ପତ୍ର ଦାବି କରିଛନ୍ତି।