ଆଜି ପବିତ୍ର ଅକ୍ଷୟ ତୃତୀୟାର ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ବଡ଼ଖମାରର ଓକିଲ ତଥା ସ୍ବେଚ୍ଛାସେବୀ ଗଣପତି ପଣ୍ଡା ନିଜ କ୍ଷେତରେ ପୂଜାର୍ଚ୍ଚନା କରି ଅକ୍ଷି ମୁଠିର ଶୁଭ କରୁଥିବା ଦେଖିବାକୁ ମିଳିଛି।
Credible Local News of Odisha