ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ନବୀନଙ୍କ ଏକାଧିକ ଭେଟି

୪୦ ଲକ୍ଷ ଚାଷୀଙ୍କୁ ୮୦୪ କୋଟିର କୃଷି ସହାୟତା l ଓଡିଶା ପଣସ ମିଶନରେ ୯ ଜିଲ୍ଲାର ଚାଷୀଙ୍କ ପାଇଁ ୯୭ କୋଟିର ପ୍ରୋତ୍ସାହନ l ଓଡିଶା ମିଲେଟ ମିଶନରେ ୧୮୨ ବ୍ଲକ ଚାଷୀଙ୍କ ପାଇଁ ୨୮୦୮ କୋଟି ବ୍ୟବସ୍ଥା l ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀଭାଇଙ୍କ ପାଇଁ ଏକାଧିକ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ଆଜି ସନ୍ଧ୍ୟାରେ କାଳିଆ ଟଙ୍କା ପ୍ରଦାନ ସାଙ୍ଗକୁ ଚାଷୀଙ୍କ ଲାଗି ଏହି କାର୍ଯ୍ୟକ୍ରମ ଘୋଷଣା କରିବେ ବୋଲି ଆଜି ସକାଳେ ରାଜ୍ୟସ୍ତରୀୟ ଉତ୍ସବରେ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes