ଇଦଗା ପଡିଆରେ ସମୂହ ନମାଜ ପାଠ ଅନୁଷ୍ଠିତ

ଆଜି ପବିତ୍ର ଇଦ୍ ପର୍ବ ଅବସରରେ ବାଲେଶ୍ଵର ଜିଲ୍ଲା ସୋରରେ ବହୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଇଦ୍ ପାଳନ ହେଉଛି।

କରୋନା କଟକଣା ଦୃଷ୍ଟିରୁ ଗତ ଦୁଇବର୍ଷ ହେବ ପର୍ବ ପର୍ବାଣୀ ଗୁଡିକ ପାଳନ ଉପରେ କଟକଣା ରହିଥିଲା। ଆଜି ସକାଳ ୯ ଟା ବେଳେ ମୁସଲମାନ ଭାଇମାନେ ଇଦଗା ପଡିଆଠାରେ ସମୂହ ନମାଜ ପାଠ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes