୧୫ରେ ରିଲିଜ ହେବ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’

ଆସନ୍ତା ୧୫ ତାରିଖ ସଂଧ୍ୟା ସାଢେ ୬ଟାରେ ଜୀସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ ଜୀସାର୍ଥକରେ ରିଲିଜ ହେବ l

ଏହି ସିନେମାରେ କମେଡି କିଙ୍ଗ ପପୁ ପମପମଙ୍କ ସହ ଲୋକପ୍ରିୟ କମେଡି ଷ୍ଟାର ପ୍ରଜ୍ଞା ଖଟୁଆ‘କରନ୍‌- ଅର୍ଜୁନ୍‌’ ଭୂମିକାରେ ଅଭିନୟ କରିଛନ୍ତି l ନାୟିକା ସାଜିଛନ୍ତି ପ୍ରିୟଙ୍କା ମହାନ୍ତି,ପ୍ରିୟଙ୍କା ମହାପାତ୍ର ଓ ଲିପ୍ସା ମିଶ୍ର l ପପୁ କାହାଣୀ ଲେଖିଥିବାବେଳେ ଅଶ୍ୱିନୀ ଗଡନାୟକ ନିର୍ଦ୍ଦେଶନା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes