କୋଲକାତା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର

ହାଇକୋର୍ଟରେ ବିଭ୍ରାନ୍ତିକର ତଥ୍ୟ ନ ଦେଇ ଶ୍ରୀମନ୍ଦିରର ଚତୁର୍ପାଶରେ ବେଆଇନ ନିର୍ମାଣ ବାବଦରେ ପ୍ରକୃତ ସତ୍ୟ ତଥ୍ୟ ଦେବା ଦାବିରେ କୋଲକାତା ଏଏସଆଇ (ପ୍ରତ୍ନତତ୍ୟ ବିଭାଗ) ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେଲା ଶ୍ରୀ ଜଗନ୍ନାଥ ସେନା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes