ହାତୀମାନଙ୍କର ଗତିବିଧି ପାଇଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଆରମ୍ଭ କରିଛି ଇଅର୍ଲି ଉରାନିଙ୍ଗ ସିଷ୍ଟମ।
ଏଥିରେ ୩୦,୦୦୦ ରୁ ୪୦,୦୦୦ ଲୋକର ଫୋନ ନମ୍ବର ସଂଗ୍ରହ କରି ବନ ଖଣ୍ଡ ଅଧିନସ୍ଥ ୧୫୦ ଗ୍ରାମରୁ ହାତୀର ଗତିବିଧି ଉପରେ ଖବର ପାଇଁ ପ୍ରୟାସ ବୋଲି ବନ ଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ କହିଛନ୍ତି। ପ୍ରତି ଗ୍ରାମରୁ ପାଞ୍ଚ ଜଣ ଲୋକଙ୍କୁ ଅସ୍ଥାୟୀ ନିଯୁକ୍ତି ଦେବାର ଆବଶ୍ୟକତା ହେବ ବୋଲି ସେ କହିଛନ୍ତି।