ଟ୍ରକର ସିକ୍ରେଟ ଚାମ୍ବରରୁ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଗଞ୍ଜେଇ ଆନ୍ଧ୍ରରୁ ଦିଲ୍ଲୀ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍।

ଏହା ସହ ଏସ୍‌ଟିଏଫ୍ ୨ ଜଣକୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes