ପୁଲିସର ପେଟ୍ରୋଲିଂ ବେଳେ ୮କ୍ୱିଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ବେଳେ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ।

ମାଛକୁଣ୍ଡ ବାଙ୍ଗୁରିପଡ଼ା ଛକରେ ଟ୍ରକ୍ ସହ ୨୫୧ କେଜି ଗଞ୍ଜେଇ ଜବତ ଏବଂ ଜଣେ ଗିରଫ, ନନ୍ଦପୁର ଛକରେ ଟ୍ରକ୍ ସହ ୫୧୮ କେଜି ଗଞ୍ଜେଇ ଜବତ ଏବଂ ୨ଜଣଙ୍କୁ ଗିରଫ କରିଛି ପୁଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes