ସୋନୁ ନିଗମଙ୍କୁ ଭେଟିଲେ ପ୍ରେମ ଆନନ୍ଦ

ବଲିଉଡର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କୁ ଭେଟିଛନ୍ତି ଓଡ଼ିଆ ସଂଗୀତ ଜଗତର ସଂଗୀତ ବିଜ୍ଞାନୀ ପ୍ରେମ ଆନନ୍ଦ l

ଏହି ସମୟର ଫଟୋ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି l ଏହା ପୂର୍ବରୁ ସେ ଉଦିତ ନାରାୟଣଙ୍କ ସହ ଅନ୍ୟ ବଲିଉଡ ଗାୟକଙ୍କୁ ଭେଟିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes