୧୬ ଓ ୩୦ ତାରିଖରେ ସ୍କୁଲ ଛୁଟି ରହିବ

୧୬ ବୁଦ୍ଧ ପୂର୍ଣ୍ଣିମା ଓ ୩୦ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି ରହିବ ବୋଲି ସୂଚନା ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଚଳିତ ବର୍ଷ ଖରା ଛୁଟି ବାତିଲ ରହିଥିବାରୁ ଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ଏହି ୨ ଦିନ ଅତିରିକ୍ତ ଛୁଟି ସାମିଲ୍ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes