ରାଜ୍ୟ ବିଜେପିର ସଂଯୁକ୍ତ ମୋର୍ଚ୍ଚା ପଦାଧିକାରୀଙ୍କୁ ନେଇ ବୈଠକ ଜାରି

ଏହି ବୈଠକ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବେଳେ ୭ ମୋର୍ଚ୍ଚାର ପଦାଧିକାରୀ ସାମିଲ୍ ହୋଇଛନ୍ତି।

ମୋର୍ଚ୍ଚା ପଦାଧିକାରୀଙ୍କ ବୈଠକରେ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଉପସ୍ଥିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes